ଆଇଜିଙ୍କୁ ଭେଟି ନ୍ୟାୟିକ ତଦନ୍ତ ଦାବି କଲା ଓଡ଼ିଶା ଯୁବ ଆଇନଜୀବୀ ଫୋରମ୍‌‌

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ନ୍ୟାୟ ପାଇଁ ପୋଲିସ ମୁଖ୍ୟାଳୟରେ ଆଇଜିଙ୍କୁ ଭେଟିଲେ ଓଡିଶା ଯୁବ ଆଇନଜୀବୀ ଫୋରମ। ଏଭଳି ସଙ୍ଗିନ ଘଟଣାରେ ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ନ୍ୟାୟିକ ତଦନ୍ତ ଦାବି କରିଛି ଫୋରମ। ଯେତେବେଳେ ଜଣେ ମହିଳା ଥାନାରେ ନିଜର ଅଭିଯୋଗ କରୁଛନ୍ତି ସେଠାରେ ପୋଲିସର କର୍ତ୍ତବ୍ୟ ସଂଗେ ସଂଗେ ଅଭିଯୋଗକୁ ଗ୍ରହଣ କରିବା ଜରୁରୀ। କିନ୍ତୁ ଭରତପୁର ଥାନାରେ ତାହା ଦେଖିବାକୁ ମିଳି ନଥିଲା। ପିଡିତାକୁ … Continue reading ଆଇଜିଙ୍କୁ ଭେଟି ନ୍ୟାୟିକ ତଦନ୍ତ ଦାବି କଲା ଓଡ଼ିଶା ଯୁବ ଆଇନଜୀବୀ ଫୋରମ୍‌‌