ବଢିବ ତାତି, ୪୦ ଟପିବ ପାରଦ

ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଛି ତାତି। ୪୦ଡିଗ୍ରୀ ମୁହାଁଇଛି ସର୍ବାଧିକ ତାପମାତ୍ରା। ଶନିବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି। ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୯.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବାରିପଦାରେ ୩୯ ଡିଗ୍ରୀ ରହିଛି। ଭୁବନେଶ୍ବରରେ ୩୮.୪ ଡିଗ୍ରୀ ଏବଂ କଟକରେ ୩୭ ଡିଗ୍ରୀ ରେକର୍ଡ଼ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆଗକୁ ପାରଦ ଆହୁରି ତେଜିବାର ସମ୍ଭାବନା ରହିଛି। କାହା … Continue reading ବଢିବ ତାତି, ୪୦ ଟପିବ ପାରଦ