ଏପ୍ରିଲ ୨୫ରୁ ଖରା ଛୁଟି, ୨୪ ପର୍ଯ୍ୟନ୍ତ ସାଢେ ଦଶଟା ଯାଏଁ ସ୍କୁଲ

ଡେସ୍କ: ରାଜ୍ୟରେ କ୍ରମାଗତ ଭାବେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ଏବଂ ଅସହ୍ୟ ତାତିରେ ଯେଭଳି କୋମଳମତି ଛାତ୍ରଛାତ୍ରୀ ମାନେ କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ଅସୁବିଧାରେ ନ ପଡିବେ, ସେ ନେଇ ରାଜ୍ୟ ସରକାର ଚଳିତ ଏପ୍ରିଲ ୨୫ରୁ ଖରାଦିନ ଛୁଟି ଘୋଷଣା କରିଛନ୍ତି। ଅନ୍ୟ ପକ୍ଷରେ ଏପ୍ରିଲ ୨୨ରୁ ୨୪ ପର୍ଯ୍ୟନ୍ତ ସକାଳ ୬.୩୦ରୁ ୧୦.୩୦ ଯାଏଁ ସ୍କୁଲରେ ପାଠପଢ଼ା ପାଇଁ ସମୟ ନିର୍ଘଣ୍ଟ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଜୁନ ୧ରେ ଖରା ଛୁଟି … Continue reading ଏପ୍ରିଲ ୨୫ରୁ ଖରା ଛୁଟି, ୨୪ ପର୍ଯ୍ୟନ୍ତ ସାଢେ ଦଶଟା ଯାଏଁ ସ୍କୁଲ