ଜିଏସଟି ଆଦାୟ କ୍ଷେତ୍ରରେ ଓଡ଼ିଶା ତୃତୀୟ, ଫେବୃଆରୀରେ ୨୨୯୫.୪୧ କୋଟି

ଡେସ୍କ: ଫେବୃଆରୀ ୨୦୨୪ରେ ୨୨୯୫.୪୧ କୋଟି ଟଙ୍କା ଆଦାୟ ସହ ରାଜ୍ୟ ଜିଏସଟି ଆଦାୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ୨୦୨୩ ଫେବୃଆରୀରେ ୧୬୭୩.୯୬ କୋଟି ଟଙ୍କା ଆଦାୟ ହୋଇଥିଲା। ସୂଚନା ଅନୁଯାୟୀ, ୨୦୨୪ ଫେବୃଆରୀ ମାସ ସୁଦ୍ଧା ରାଜ୍ୟ ଜିଏସଟି ସଂଗ୍ରହ ୨୧୮୪୬.୫୫ କୋଟି ଟଙ୍କା ହୋଇଥିବା ବେଳେ ୨୦୨୩ ଫେବୃଆରୀ ସୁଦ୍ଧା ୧୬୭୧୦.୩୪ କୋଟି ଟଙ୍କା ଆଦାୟ ହୋଇଥିଲା। ପେଟିଏମ୍ ପେମେଣ୍ଟସ ବ୍ୟାଙ୍କକୁ ୫ କୋଟି ୪୯ ଲକ୍ଷ ଟଙ୍କା ଜରିମାନା ଫେବୃଆରୀରେ ଓଡ଼ିଶାର … Continue reading ଜିଏସଟି ଆଦାୟ କ୍ଷେତ୍ରରେ ଓଡ଼ିଶା ତୃତୀୟ, ଫେବୃଆରୀରେ ୨୨୯୫.୪୧ କୋଟି