ଆଳୁ ରାଜନୀତି: ଶ୍ରେୟ କାହାର, ନବୀନ ନା ମୋହନ!

ଡେସ୍କ: ଚିକେନ, ମଟନ, ମାଛ ଓ ଅଣ୍ଡା ସବୁ ମିଳୁଛି ହେଲେ ଆଳୁ ଏବେ ସାତସପନ। ମଧ୍ୟବିତ୍ତ ଓ ନିମ୍ନ-ମଧ୍ୟବିତ୍ତ ପରିବାରର ରୋଷେଇର ମୁଖ୍ୟ ସାମଗ୍ରୀ କୁହାଯାଉଥିବା ଆଳୁ ଏବେ ପରିବା ଝୁଡିରୁ ଉଭାନ। ଗତ ୭ ଦିନରୁ ଅଧିକ ସମୟ ହେବ ଆଳୁର ନାହିଁ ନ ଥିବା ଦର ବୃଦ୍ଧି ଓ ଅଭାବୀ ବିକ୍ରିକୁ ନେଇ ସାଧାରଣ ଲୋକେ ହଇରାଣ ହେଉଥିବା ବେଳେ କିନ୍ତୁ ପଶ୍ଚିମବଙ୍ଗରୁ ଆଳୁ ଆଣିବା ଶ୍ରେୟ କିଏ ନେବ, ସେ ନେଇ … Continue reading ଆଳୁ ରାଜନୀତି: ଶ୍ରେୟ କାହାର, ନବୀନ ନା ମୋହନ!