ଛିଣ୍ଡୁନି ବିଧାନସଭା ଅଙ୍କ

ନୂଆଦିଲ୍ଲୀ: ବିଜେପି-ବିଜେଡ଼ି ମଧ୍ୟରେ ରାଜନୈତିକ ମେଣ୍ଟ ଲାଗି ଦିଲ୍ଳୀରେ ଶୀର୍ଷସ୍ତରରେ ଅନୁଷ୍ଠିତ ବୈଠକରେ ଲୋକସଭା ଓ ବିଧାନସଭା ଆସନ ଭାଗବଣ୍ଟା ଅଙ୍କ ଛିଣ୍ଡୁ ନାହିଁ। ଯଦିଓ ଲୋକସଭା ଆସନ ଭାଗବଣ୍ଟା ଲାଗି ବିଶେଷ ବିବାଦ ନାହିଁ ତଥାପି ବିଧାନସଭା ପାଇଁ ବିଜେପି ଅତିକମ୍‌‌ରେ ୫୦ଟି ଆସନରେ ଲଢ଼ିବାକୁ ଚାହଁୁଛି। ତେବେ ୪୫ଟିରୁ ଅଧିକ ବିଧାନସଭା ଆସନ ବିଜେପିକୁ ଦେବାକୁ ଚାହୁଁନାହିଁ ବିଜେଡି। କ୍ରମାଗତ ଭାବେ ତୃତୀୟ ଦିନ ଦିଲ୍ଳୀରେ ମେଣ୍ଟ ପ୍ରସଙ୍ଗରେ ଉଭୟ ଦଳର ତୁଙ୍ଗ ନେତା … Continue reading ଛିଣ୍ଡୁନି ବିଧାନସଭା ଅଙ୍କ