ଓଡିଶା ପୁଲିସର କଳା କାରନାମା, କାନ୍ଦି କାନ୍ଦି ଯୌନ ନିର୍ଯାତନାର କାହାଣୀ କହିଲେ ଅଙ୍କିତା

ଡେସ୍କ: ଓଡିଶା ପୁଲିସର ପାରିବା ପଣିଆକୁ ଏବେ ସାରା ଦେଶ ନିନ୍ଦା କରୁଛି, ଛି କରୁଛି କିନ୍ତୁ ଏଭଳି ନିନ୍ଦନୀୟ କାମ କରିଥିବା ପୁଲିସ କର୍ମଚାରୀ ଓ ଅଶ୍ଳୀଳ ବ୍ୟବହାର କରିଥିବା ଆଇଆଇସିଙ୍କୁ କେବଳ ନିଲମ୍ବନ କରି ଚୁପ ବସିଛନ୍ତି। ପୁଲିସ କମିଶନର ସମ୍ପୃକ୍ତ କର୍ମଚାରୀମାନଙ୍କୁ ଗିରଫ କରିବାକୁ ଉଚିତ ମନେ କରୁନାହାନ୍ତି କି ସେଭଳି କୌଣସି କଠୋର ପଦକ୍ଷେପ ନ ନେବା ପଛର କାହାଣୀ ମଧ୍ୟ ଜଣାପଡ଼ୁନାହିଁ। ଓଡିଶା ପୁଲିସକୁ ନିନ୍ଦା – କଣ ଘଟିଥିଲା … Continue reading ଓଡିଶା ପୁଲିସର କଳା କାରନାମା, କାନ୍ଦି କାନ୍ଦି ଯୌନ ନିର୍ଯାତନାର କାହାଣୀ କହିଲେ ଅଙ୍କିତା