ହୋମଗାର୍ଡ ଚାକିରି ପାଇଁ ଆସି ଜୀବନ ହାରିଲେ ଦୁଇ ଯୁବକ

ପାରଳାଖେମୁଣ୍ଡି : ଇଣ୍ଟରଭ୍ୟୁ ମଧ୍ୟରେ ଦୁଇ ପ୍ରାର୍ଥୀଙ୍କ ଜୀବନ ଚାଲିଗଲା । ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏପରି ଏକ ଦୁର୍ଭାଗ୍ୟଜନକ ଘଟଣା ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଘଟିଛି । ମୃତ ଦ୍ବୟ ଯୁବକ ହେଲେ ସୁଲନ୍ତ ମିଶାଲ ଓ ଦୀପକ ପାଡାଲା । ଜିଲ୍ଲାରେ ୧୪୪ଟି  ହୋମଗାର୍ଡ ପଦବୀ ପାଇଁ  ମନୋନୟନ ପ୍ରକ୍ରିୟା ଜାରି ରହିଛି । ପର୍ଯ୍ୟାୟ କ୍ରମେ ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ଆଜି … Continue reading ହୋମଗାର୍ଡ ଚାକିରି ପାଇଁ ଆସି ଜୀବନ ହାରିଲେ ଦୁଇ ଯୁବକ