ବଡ଼ପାଟଣା ପଞ୍ଚାୟତକୁ ଆଇଏସଓ ମାନ୍ୟତା ନେଇ ଅନୁଧ୍ୟାନ କଲେ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ 

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ବଡପାଟଣା ପଞ୍ଚାୟତକୁ ଆଇଏସଓ ପଞ୍ଚାୟତ ମାନ୍ୟତା ଘୋଷଣା ପାଇଁ ଏହାର ଅନୁଧ୍ୟାନ ପାଇଁ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ବା ସାର୍ଡ ଭୁବନେଶ୍ୱର ଓ କେନ୍ଦୁଝରରୁ ଏହାର ନୋଡାଲ ଅଧିକାରୀ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଜିଲ୍ଲା ନୋଡ଼ାଲ ଅଧିକାରୀ ଡକ୍ଟର ଶ୍ରୀନିବାସ ସାହୁ ,ବ୍ଲକ ନୋଡାଲ ଅଧିକାରୀ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସିଦ୍ଧ ମାଝୀ ,ପିଇଓ ଭବାନୀ ପ୍ରସାଦ ନନ୍ଦ ପ୍ରମୁଖ ସାମିଲ … Continue reading ବଡ଼ପାଟଣା ପଞ୍ଚାୟତକୁ ଆଇଏସଓ ମାନ୍ୟତା ନେଇ ଅନୁଧ୍ୟାନ କଲେ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ