ପୁଲିସ ପେଟ୍ରୋଲିଂ ଗାଡି ଉପରକୁ ପଥର ମାଡ, ଜଣେ ଗିରଫ
କଳାପଥର : ବାଙ୍କୀ ବୈଦ୍ୟେଶ୍ୱର ଥାନା ପେଟ୍ରୋଲିଙ୍ଗ ଗାଡିକୁ ପଥର ମାଡ ହୋଇଛି । ଘଟଣାରେ ସଂପୃକ୍ତ ଯୁବକଙ୍କୁ ଗିରଫ କରି ବାଙ୍କୀ କୋର୍ଟ ଚାଲାଣ କରିଛି ପୋଲିସ । ଉକ୍ତ ଯୁବକଙ୍କ ନାମ ଜନାର୍ଦ୍ଦନ ସାହୁ । କାଳିପୋଇ ପଂଚାୟତର ଚଢେଇବନ୍ଧରେ ତାଙ୍କ ଘରେ ବୋଲି ଆଇଆଇସି ସଞ୍ଜୟ କୁମାର ଜେନା ସୂଚନା ଦେଇଛନ୍ତି । ସୂଚନା ଥାଉକି କାଳିପୋଇ ପଂଚାୟତ ଚଡ଼େଇବନ୍ଧ ଗ୍ରାମରେ ଗତ କାଲି ବିଳମ୍ବିତ ରାତ୍ରିରେ ଡ୍ରାମା ଚାଲିଥିଲା । ଡ୍ରାମାକୁ … Continue reading ପୁଲିସ ପେଟ୍ରୋଲିଂ ଗାଡି ଉପରକୁ ପଥର ମାଡ, ଜଣେ ଗିରଫ
Copy and paste this URL into your WordPress site to embed
Copy and paste this code into your site to embed