ବେଳାଭୂମି ପାର୍କିଂ ଟେଣ୍ଡରକୁ ନେଇ ଥମୁନି ବିବାଦ, ଧାରଣା ଦେଲେ ଆବେଦନକାରୀ

ଗୋପାଳପୁର : ଗୋପାଳପୁର ଏନଏସିରେ ବେଳାଭୂମି ପାର୍କିଂ ଟେଣ୍ଡରକୁ ନେଇ ଚଳିତ ବର୍ଷ ମାର୍ଚ୍ଚ ଠାରୁ ଆଜି ସୁଦ୍ଧା ବିବାଦ ଥମିବାର ନାଁ ନେଉନଥିବା ଦେଖିବାକୁ ମିଳିଛି  । ବେଳାଭୂମି ପାର୍କିଂ ଟେଣ୍ଡରର ବିଜ୍ଞପ୍ତି ପ୍ରକାରେ ଆଜି ଅପରାହ୍ନ ୩ଟା ସମୟରେ ଟେଣ୍ଡର ଖୋଲାଯିବା ପାଇଁ ଉଲ୍ଲେଖ ରହିଥିଲା l ଚଳିତ ଥର ଟେଣ୍ଡର ପ୍ରକ୍ରିୟାରେ ୩ ଜଣ ଆବେଦନ କରିଥିବାବେଳେ କୌଣସି କାରଣକୁ ନେଇ ଚିଠି ନମ୍ବର ୨୦୧୩ ତାରିଖ ୩୦/୫/୨୫ ପ୍ରକାରେ ଆସନ୍ତା ଜୁନ … Continue reading ବେଳାଭୂମି ପାର୍କିଂ ଟେଣ୍ଡରକୁ ନେଇ ଥମୁନି ବିବାଦ, ଧାରଣା ଦେଲେ ଆବେଦନକାରୀ