ଦାର୍ଜିଲିଂରେ ଚମକିଲେ କେନ୍ଦୁଝରର ଝିଅ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଞ୍ଚଳ ପିପିଳିଆ ଗ୍ରାମର ଆଖଣ୍ଡଳମଣି ମହାପାତ୍ର ଓ ମୌସୁମୀ ମହାପାତ୍ରଙ୍କ ଝିଅ ନୃତ୍ୟ ଶିଳ୍ପୀ ଋଷିକା ମହାପାତ୍ର ଦାର୍ଜିଲିଂର ଗୋର୍ଖା ରଙ୍ଗମଞ୍ଚ ଭବନଠାରେ ଅନୁଷ୍ଠିତ ନୃତ୍ୟ ରତ୍ନାକର ଫେଷ୍ଟିଭାଲ ଆୱାଡ କାର୍ଯକ୍ରମରେ ଓଡିଶୀ ନୃତ୍ୟ ପରିବେଷଣ କରି ଦେଖଣାହାରୀଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି । ଆୟୋଜକ ମାନଙ୍କ ପକ୍ଷରୁ ଋଷିକାଙ୍କୁ ଅଙ୍ଗ ବସ୍ତ୍ର, ମାନପତ୍ର, ପୁଷ୍ପଗୁଚ୍ଛ ଓ ପ୍ରଶଂସା ଫଳକ ପ୍ରଦାନ କରାଯାଇଛି । ନିଜ ମାଆ ମୌସୁମୀଙ୍କ ସହ … Continue reading ଦାର୍ଜିଲିଂରେ ଚମକିଲେ କେନ୍ଦୁଝରର ଝିଅ