ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ୪ଟି ଗ୍ରାମରେ ୨୬ ଟିକିଆ ହାତୀପଲ ଗତରାତି ୪ ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଛନ୍ତି। ରେଙ୍ଗାଳବେଡା ଗ୍ରାମର ନରେନ ମହାନ୍ତ ଘର ଓ ରମାକାନ୍ତ ମହାନ୍ତଙ୍କ ପାଚେରୀ ହାତୀପଲ ଭାଙ୍ଗିଥିବାବେଳେ ଅସନବାହାଳି ଗ୍ରାମର ଚତୁର୍ଭୁଜ ଭୂମିଜ ମାଘୁ ଭୂମିଜଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ଯାଇଛନ୍ତି। ଏହି ହାତୀପଲ ୩ ଦିନ ହେଲା ଅଟେଇ ଜଙ୍ଗଲରୁ ବାହାରି ବିଭିନ୍ନ ଗ୍ରାମରେ ଘର ଭାଙ୍ଗୁ ଥିବାରୁ … Continue reading ୪ ଘର ଭାଙ୍ଗିଲେ ହାତୀପଲ
Copy and paste this URL into your WordPress site to embed
Copy and paste this code into your site to embed