ରୋଜଗାର ଯୋଗାଇଛି ଜିଆଖତ, ଆତ୍ମନିର୍ଭରଶୀଳ ହୋଇଛନ୍ତି ୧୦୫ ପରିବାର 

ପାଟଣା : ରୋଜଗାର ଯୋଗାଇଛି ଜିଆ ଖତ। ଏହି ଜିଆ ଖତ ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି ୧୦୫ ପରିବାର। ପାଟଣା ବ୍ଲକ ଅନ୍ତର୍ଗତ ରୋହିଣୀଦୁମା ଗ୍ରାମରେ ୧୨୭ ଟି ପରିବାର ବସବାସ କରୁଥିଲେ ମଧ୍ୟ ୧୦୫ ଟି ପରିବାର ଗୋରୁ ଓ ଛେଳି ପାଳନ କରୁଥିବାରୁ ସେମାନଙ୍କ ପାଇଁ ଜିଆ ଖତ ପ୍ରସ୍ତୁତ କରିବା ସୁବିଧା ଜନକ ମନେ କରି ବନ ବିଭାଗ ସେମାନଙ୍କୁ ଏହି ସୁଯୋଗ ଦେଇଛି। ବିଭିନ୍ନ ପ୍ରକାରର ରାସାୟନିକ ସାରର କୁପ୍ରଭାବରୁ … Continue reading ରୋଜଗାର ଯୋଗାଇଛି ଜିଆଖତ, ଆତ୍ମନିର୍ଭରଶୀଳ ହୋଇଛନ୍ତି ୧୦୫ ପରିବାର