ଅସଦାଚରଣ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡ
ଆଠଗଡ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବସ୍ତ ଗ୍ରାମରେ ଜଣେ ମହିଳାଙ୍କ ପ୍ରତି ଘଟିଥିବା ଏକ ଅସଦାଚରଣ ମାମଲାର ବିଚାର କରି ଆଠଗଡ ଏସଡିଜେଏମ ଅଭିଯୁକ୍ତକୁ ମଙ୍ଗଳବାର ଦଣ୍ଡ ବିଧାନ କରି ରାୟ ପ୍ରକାଶ କରିଛନ୍ତି । ୨୦୦୮ ମସିହା ଜୁନ ୨୭ ତାରିଖରେ ବ୍ରାହ୍ମଣବସ୍ତ ଗ୍ରାମର ଚୈତନ୍ଯ ମୁର୍ମୁ ଓରଫ ଟୁବୁ ଜଣେ ମହିଳାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ତାଙ୍କୁ ଅସଦାଚରଣ କରିଥିଲେ। ଏ ସମ୍ପର୍କରେ ପୀଡିତା ମହିଳା ଗୁରୁଡିଝାଟିଆ … Continue reading ଅସଦାଚରଣ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡ
Copy and paste this URL into your WordPress site to embed
Copy and paste this code into your site to embed