ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ଭାବାନ୍ତର’

ଭୁବନେଶ୍ବର : ରିଲିଜ ହୋଇଛି ନୂଆ ଓଡ଼ିଆ ସିନେମା ଭାବାନ୍ତର। ପ୍ରେମ, ବିବାହ ଓ ପରିବାର ମଧ୍ୟରେ ଥିବା ଭାବର ଅନ୍ତରକୁ ନେଇ ନିର୍ମିତ ସିନେମା , “ଭାବାନ୍ତର”ର ପ୍ରିମିୟର ଶୋ ଅନୁଷ୍ଠିତ ହୋଇଯାଇଛି। ଏହା ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ | ଶ୍ରୀତମ ,ଶ୍ରାବଣୀ ଓ ମିଲନ ତିନୋଟି ଚରିତ୍ରକୁ ନେଇ ଗତିଶୀଳ ହୋଇଛି ସିନେମା। ଶ୍ରୀତମ ,ଶ୍ରାବଣୀ ପରିସ୍ଥିତିରେ ପଡି ବାହାହୋଇ ଥିଲେ ମଧ୍ୟ ମିଲନକୁ ଭଲ ପାଇବା ଯୋଗୁ ଶ୍ରାବଣୀ ଓ … Continue reading ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ଭାବାନ୍ତର’