ଏମ୍‌ସରେ ସଫଳ ଅ‌ସ୍ତ୍ରୋପଚାର, ବାହାରିଲା ୮.୭ କେଜିର କିଡ୍‌ନୀ ମାସ୍‌

ଭୁବନେଶ୍ବର : ଗୁରୁତର କିଡ୍‌ନୀ ରୋଗରେ ପୀଡ଼ିତ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କଠାରୁ ୮.୭ କେଜି ଓଜନର କିଡ୍‌ନୀ ମାସ୍‌ ବାହାର କରାଯାଇଛି। ଭାରତରେ ଏହା ସବୁଠାରୁ ବଡ଼ କିଡ୍‌ନୀ ମାସ୍‌ ବୋଲି କୁହାଯାଉଛି। ଏମ୍‌ସ ଭୁବନେଶ୍ବର ୟୁରୋଲୋଜି ଡାକ୍ତରୀ ଟିମ୍ ସଫଳତାର ସହ ଅ‌େ‌ସ୍ତ୍ରାପଚାର କରି ୮.୭ କେଜିର ମାଂସ ପିଣ୍ଡୁଳାକୁ ବାହାର କରି ମାଇଲଖୁଣ୍ଟ ହାସଲ କରିଛନ୍ତି। ସୂଚନା ଅନୁଯାୟୀ, ନୟାଗଡ଼ ଜିଲାର ଜଣେ ବ୍ୟକ୍ତି ବିଶାଳ କିଡ୍‌ନୀ ଯୋଗୁ ଗଭୀର ଯନ୍ତ୍ରଣା ଭୋଗୁଥିଲେ। … Continue reading ଏମ୍‌ସରେ ସଫଳ ଅ‌ସ୍ତ୍ରୋପଚାର, ବାହାରିଲା ୮.୭ କେଜିର କିଡ୍‌ନୀ ମାସ୍‌