ରୋଜି ଖୋଜୁଛି ବଞ୍ଚିବାର ରାହା, ଚିକିତ୍ସା ପାଇଁ ଅସହାୟ ମା’ର ଗୁହାରି

ବୌଦ୍ଧ: ମାତ୍ର ଅଠର ମାସର କଅଁଳ ଶିଶୁ ଉପରେ ଦାଉ ସାଜିଛି ଦଇବ। ଶିଶୁକନ୍ୟାଟିର ଶରୀରଠାରୁ ବଡ ତା ମୁଣ୍ଡ। ଶିଶୁଟିର ମୁଣ୍ଡ ଅସ୍ୱାଭାବିକ ଭାବେ ବଢି ବଢି ଚାଲିଥିବା ବେଳେ ଗରିବ ଅସହାୟ ହୋଇପଡିଛନ୍ତି ଶିଶୁଟିର ମାଆ। ଅତ୍ୟନ୍ତ ଅସହାୟ ତଥା ଦୁର୍ଦ୍ଦିନରେ କାଳ କାଟୁଥିବା ପରିବାର ପ୍ରତି ଶିଶୁଟିର ଚିକିତ୍ସା କରାଇବା ସହଜସାଧ୍ୟ ନଥିବା ବେଳେ କୁନି ଝିଅ ରୋଜିର ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ କରିଛନ୍ତି। ବୋଝ ଉପରେ ନଳିତା ବିଡା ଭଳି … Continue reading ରୋଜି ଖୋଜୁଛି ବଞ୍ଚିବାର ରାହା, ଚିକିତ୍ସା ପାଇଁ ଅସହାୟ ମା’ର ଗୁହାରି