ନଦୀରେ ବୁଡ଼ି ୨ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

ଚୌଦ୍ୱାର: ବିରୂପା ନଦୀରେ ଗାଧୋଉଥିବା ବେଳେ ଚୌଦ୍ୱାରର ୨ଜଣ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଚୌଦ୍ୱାର ପୌରପାଳିକା ୩ନଂ ୱାର୍ଡ ଖର୍ଦ୍ଦା ସାହିର ଦୁଇ ସାଙ୍ଗ ମୟଙ୍କ ସାହୁ (୧୮) ଓ କୃଷ୍ନଚନ୍ଦ୍ର ସାହୁ (୨୦) ଶୁକ୍ରବାର ଦିନ ୧୨ଟା ସମୟରେ ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଉ ଥିବା ସମୟରେ ପାଣି ସୁଅରେ ତଳକୁ ଭାସି ଯାଇଥିଲେ। ଭାସି ଯାଉଥିବା ବେଳେ ସେମାନେ ଚିତ୍କାର କରି ଡାକ ପକାଇଥିବାରୁ ଆଖପାଖରେ ଗାଧୋଉଥିବା କିଛି ଯୁବକ … Continue reading ନଦୀରେ ବୁଡ଼ି ୨ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ