ନିର୍ବାଚନ ପୂର୍ବରୁ ଛପାଯିବ ‘ବର୍ଣ୍ଣବୋଧ’

ଭୁବନେଶ୍ୱର: ଉତ୍କଳର ପରିଚୟ ହେଉଛି ତା’ର ଭାଷା ଓ ସଂସ୍କୃତି। ଭାଷା ସମୃଦ୍ଧ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ବର୍ଣ୍ଣବୋଧ’ ଛାପାକୁ ମିଳିଛି ସବୁଜ ସଙ୍କେତ। ଓଡ଼ିଆ ଭାଷାର ମୂଳଦୁଆ ବୋଲି ବିବେଚନା କରାଯାଉଥିବା ଏହି ପୁସ୍ତକ ପୁଣି ଛାତ୍ରଛାତ୍ରୀଙ୍କ ନିକଟକୁ ଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଥିବାବେଳେ ନିର୍ବାଚନ ପୂର୍ବରୁ ଛାପା ହେବା ସହିତ ନିର୍ବାଚନ ପରେ ଏହାର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ … Continue reading ନିର୍ବାଚନ ପୂର୍ବରୁ ଛପାଯିବ ‘ବର୍ଣ୍ଣବୋଧ’