ଜଳୁଛି ଓଡିଶା – ବାରିପଦାରେ ଆଜି ଚଳିତ ଗ୍ରୀଷ୍ମ ଋତୁର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡ଼ିଗ୍ରୀ

ଡେସ୍କ: ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଆଜି ରାଜ୍ୟର ୨୯ଟି ସହରରେ ଦିନ ତାପମାତ୍ରା ୪୦ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୧୮ଟି ସହରରେ ୪୧ଡ଼ିଗ୍ରୀରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ବାରିପଦାରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୩.୬ ଡ଼ିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ବିଜେପି ସାଂସଦଙ୍କ ଅଜବ ଯୁକ୍ତି, ବେରୋଜଗାରୀ ପାଇଁ ଯୋଗୀ-ମୋଦି ଗୋଟିଏ ବି ସନ୍ତାନ … Continue reading ଜଳୁଛି ଓଡିଶା – ବାରିପଦାରେ ଆଜି ଚଳିତ ଗ୍ରୀଷ୍ମ ଋତୁର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡ଼ିଗ୍ରୀ