ରାଜ୍ୟପାଳଙ୍କ ପୁଅର ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ
ଡେସ୍କ: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ସହାୟକ ସେକ୍ସନ ଅଧିକାରୀଙ୍କୁ ମାଡମାରି ଆହତ କରିଥିବା ଜଣାପଡିଛି। ଗତ ଜୁଲାଇ ୭ ତାରିଖ ରାତିରେ ପୁରୀସ୍ଥିତ ରାଜଭବନରେ ଏହି ଘଟଣା ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି। ଘଟଣା ଘଟିବାର ପରଦିନ ଅର୍ଥାତ ଜୁଲାଇ ୮ରେ ଆହତ ସରକାରୀ କର୍ମଚାରୀ ଜଣଙ୍କ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ମୌଖିକ ଭାବେ ଅବଗତ କରିଥିଲେ ମଧ୍ୟ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେବା ଭଳି ମନେ … Continue reading ରାଜ୍ୟପାଳଙ୍କ ପୁଅର ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ
Copy and paste this URL into your WordPress site to embed
Copy and paste this code into your site to embed