ଓଡ଼ିଶାର ପ୍ରଥମ ମାନସିକ କଲ୍ୟାଣ କେନ୍ଦ୍ର ଉଦଘାଟିତ, ଆର୍ଥିକ ଅନଗ୍ରସରଙ୍କୁ ମିଳିବ ମାଗଣା ଚିକିତ୍ସା
ଭୁବନେଶ୍ୱର : ପାତ୍ରପଡା ଆଦର୍ଶ ହୋମଠାରେ ଆଜି ଓଡ଼ିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ମାନସିକ ରୋଗୀଙ୍କ ଚିକିତ୍ସା କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଆଦର୍ଶ ହୋମର ମୁଖ୍ୟ ଉଦ୍ଦେଶ୍ୟ। ଆଗାମୀ ଦିନରେ କିଭଳି ଭାବେ ଏହି ଆଦର୍ଶ ହୋମକୁ ସାରା ଭାରତ ବର୍ଷରେ ଲୋକାଦୃତ କରାଯାଇପାରିବ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏଠାରେ ମାନସିକ ରୋଗୀଙ୍କୁ ମେଡ଼ିସିନ ପ୍ରଦାନ ସହ ଥେରା ପ୍ରେଟିକ ଟ୍ରିଟମେଣ୍ଟ ଏବଂ … Continue reading ଓଡ଼ିଶାର ପ୍ରଥମ ମାନସିକ କଲ୍ୟାଣ କେନ୍ଦ୍ର ଉଦଘାଟିତ, ଆର୍ଥିକ ଅନଗ୍ରସରଙ୍କୁ ମିଳିବ ମାଗଣା ଚିକିତ୍ସା
Copy and paste this URL into your WordPress site to embed
Copy and paste this code into your site to embed