ସାମ୍ନାକୁ ଆସିଲା ନୂଆ ଭିଡିଓ, ଲାହୋରରେ ଜ୍ୟୋତିଙ୍କୁ ସୁରକ୍ଷା ଦେଉଥିଲେ ପାକିସ୍ତାନୀ ପୁଲିସ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ପାଇଁ ଗୁପ୍ତଚରି କରି ଗିରଫ ହୋଇଥିବା ହରିୟାଣାର ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ପାଇଁ ଏତେ ଗୁରୁତ୍ଵପୂର୍ଣ୍ଣ ଥିଲେ ଯେ, ସେ ପାକ୍‌ ଗସ୍ତ କରିବା ସମୟରେ ପୁଲିସ ତାଙ୍କୁ ସୁରକ୍ଷା ଦେଉଥିଲା। ଏଭଳି ଦୃଶ୍ୟ ଥିବା ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ସ୍କଟଲାଣ୍ଡର ଜଣେ ୟୁଟ୍ୟୁବର ଏହି ଭିଡିଓଟିକୁ ଗତ ମାର୍ଚ୍ଚ ମାସରେ ସାମାଜିକ ଗଣମାଧ୍ୟମରେ … Continue reading ସାମ୍ନାକୁ ଆସିଲା ନୂଆ ଭିଡିଓ, ଲାହୋରରେ ଜ୍ୟୋତିଙ୍କୁ ସୁରକ୍ଷା ଦେଉଥିଲେ ପାକିସ୍ତାନୀ ପୁଲିସ