ରାଜ୍ୟର ୧୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଆକାଶବାଣୀ’

ଡେସ୍କ: ଶ୍ରୀବୀରବଲ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆକାଶବାଣୀ’ ଆଜି ଓଡ଼ିଶାର ୧୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଭୁବନେଶ୍ୱରର ସିନେପ୍ଲେକ୍ସ, କଟକର ଆଇନକ୍ସ ଏବଂ ବ୍ରହ୍ମପୁରରେ ‘ଆକାଶବାଣୀ’ର ପ୍ରିମିଅର ଶୋ’ ହୋଇଥିଲା। ପ୍ରଥମ ଶୋ’ରେ ସମସ୍ତ ପ୍ରେକ୍ଷାଳୟ ହାଉସଫୁଲ୍ ହୋଇଥିଲା। ଏଥିରେ ବନ୍ଧୁତ୍ଵ ଓ ପାରିବାରିକ ବନ୍ଧନକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ସେହିପରି ଲଭ୍, କମେଡି ତଥା ମଣିଷ ଜୀବନର ବିଭିନ୍ନ ଦିଗକୁ ଦର୍ଶକେ ଏଥିରେ ଦେଖିବାକୁ ପାଇବେ। Related Posts ହରିପୁର … Continue reading ରାଜ୍ୟର ୧୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଆକାଶବାଣୀ’