ଏହି ତାରିଖରେ ଆପଣଙ୍କ ଜନ୍ମ କି? ଜାଣନ୍ତୁ କେମିତି କଟିବ ବର୍ଷ ୨୦୨୪..

ଜ୍ୟୋତିଷ ଶାସ୍ତ୍ରରେ ଅଙ୍କର ମହତ୍ତ୍ୱ ରହିଛି। ଏହା ମଧ୍ୟ ଭବିଷ୍ୟ ଜାଣିବାର ଏକ ପ୍ରାଚୀନ ମାଧ୍ୟମ। ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୭,୧୬ ଓ ୨୫ ତାରିଖରେ ହୋଇଛି ସେମାନଙ୍କ ମୂଲ୍ୟାଙ୍କ ୭। ମୂଲ୍ୟାଙ୍କ ୭ର ସ୍ୱାମୀ ଗ୍ରହ କେତୁ ଅଟନ୍ତି। ପଣ୍ଡିତଙ୍କ କହିବାନୁଯାୟୀ, ମୂଲ୍ୟାଙ୍କ ୭ ପାଇଁ ବର୍ଷ ୨୦୨୪ କାମକୁ ନେଇ ନୂଆ ସୁଯୋଗ ଆଣିବ। ଫଳରେ ଯେଉଁମାନଙ୍କର ମୂଲ୍ୟାଙ୍କ ୭ ସେମାନେ ନିଜ କାମ ପ୍ରତି ଅଧିକ ଆଗ୍ରହ ରଖିବେ। ନିଜ ପରିଶ୍ରମ … Continue reading ଏହି ତାରିଖରେ ଆପଣଙ୍କ ଜନ୍ମ କି? ଜାଣନ୍ତୁ କେମିତି କଟିବ ବର୍ଷ ୨୦୨୪..