ଏନର୍ଜି ଡ୍ରିଙ୍କ୍‌‌ କହି କୌଣସି ପ୍ରଡକ୍ଟ ବିକ୍ରି କରିବା ପଡିବ ମହଙ୍ଗା

ସମାଜ ଡିଜିଟାଲ ଡେସ୍କ: ଗ୍ରୀଷ୍ମ ଋତୁ ଚାଲିଥିବାରୁ ସମସ୍ତେ କିଛି ନା କିଛି ଏନର୍ଜି ଡ୍ରିଙ୍କ୍‌‌ ପଇବାକୁ ଭଲ ପାଆନ୍ତି। କମ୍ପାନୀ ମାନେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହିତକର କହି କେତେକ ଏନର୍ଜି ଡ୍ରିଙ୍କ୍‌‌ ବଜାରରେ ବିକ୍ରି କରୁଛନ୍ତି। କିନ୍ତୁ ଯଦି ଆପଣ ମଧ୍ୟ ସମାନ କାର୍ଯ୍ୟ କରୁଛନ୍ତି ତେବେ ସାବଧାନ ରୁହନ୍ତୁ। କାରଣ ଖାଦ୍ୟ ଓ ନିରାପତ୍ତା ବିଭାଗ ଏଭଳି ଠକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିକଟରେ ବିଭାଗ ଏଭଳି କମ୍ପାନୀଗୁଡିକୁ ଚେତାବନୀ ଦେଇଛି। … Continue reading ଏନର୍ଜି ଡ୍ରିଙ୍କ୍‌‌ କହି କୌଣସି ପ୍ରଡକ୍ଟ ବିକ୍ରି କରିବା ପଡିବ ମହଙ୍ଗା