ନୋକିଆର ମାର୍କେଟ ସେୟାର ୪୦%ରୁ ୩ % ପ୍ରତିଶତକୁ ହ୍ରାସପାଇବାର କାରଣ – ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ -ଏକଦା ନୋକିଆ ଥିଲା ଲୋକପ୍ରିୟ ମୋବାଇଲ୍ ଫୋନ୍‌ । ଲୋକମାନେ ଆଖିବନ୍ଦ କରି ଏହାର ଉତ୍ପାଦ କିଣୁଥିଲେ । ସାରା ବିଶ୍ୱରେ ଏହାର ଚାହିଦା ଥିଲା । ଲୋକଙ୍କ ବିଶ୍ୱାସ ଥିଲା ନୋକିଆ ଫୋନ୍‌ ମାନେ ବହୁ ଭଲ ଫୋନ୍‌ । ଏହା ଅଧିକ ଦିନ ଚାଲିବ । ଲୋକଙ୍କ ବିଶ୍ୱାସ ଅନୁଯାୟୀ ନୋକିଆର ଅନେକ ଫୋନ୍‌ ବି ବେଶ୍‌ ଦୀର୍ଘ ଦିନ ପାଇଁ ଲୋକଙ୍କୁ ସେବା ଯୋଗାଇ ଦେଉଥିଲା । ନୋକିଆ ଏହାର ନୂଆ … Continue reading ନୋକିଆର ମାର୍କେଟ ସେୟାର ୪୦%ରୁ ୩ % ପ୍ରତିଶତକୁ ହ୍ରାସପାଇବାର କାରଣ – ଜାଣନ୍ତୁ କାହିଁକି