ପାଠ ପଢୁଥିଲେ ; ବିଶ୍ୱବିଦ୍ୟାଳୟ ଏସିରୁ ହଠାତ୍‌ ବାହାରିଲା ସାପ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ନୋଏଡାରେ ଶ୍ରେଣୀ କକ୍ଷରେ ପାଠ ପଢା ଯାଉଥିବା ସମୟରେ ସେଠାରେ ଥିବା ଏସିରୁ ହଠାତ୍‌ ଏକ ସାପ ବାହାରିଥିଲା । ସାପଟି ଏସି ଭିତରୁ ବାହାରକୁ ମୁହଁ କାଢି ରହିଲା । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ହୋସ୍‌ ଉଡି ଯାଇଥିଲା । ଏହି ଘଟଣା ନୋଏଡାର ଏକ ବିଶ୍ୱବିଦ୍ୟାଳୟର ବୋଲି ଜଣାପଡିଛି। ସକାଳ ସମୟରେ ଶ୍ରେଣୀ କକ୍ଷରେ ପାଠ ପଢା ହେଉଥିବା ସମୟରେ କିଛି ଛାତ୍ରଛାତ୍ରୀଙ୍କ ନଜର … Continue reading ପାଠ ପଢୁଥିଲେ ; ବିଶ୍ୱବିଦ୍ୟାଳୟ ଏସିରୁ ହଠାତ୍‌ ବାହାରିଲା ସାପ, ଦେଖନ୍ତୁ ଭିଡିଓ..