ଜୀବନକୁ ବାଜି ଲଗେଇ ଅଙ୍ଗନବାଡି ଯାଉଛନ୍ତି ଶିଶୁ

ଘଣ୍ଟାପଡା : ସ୍ୱାଧୀନତାର ଦୀର୍ଘ ୭୮ବର୍ଷ ବିତିଯାଇଛି ସତ କିନ୍ତୁ ଆଜି ବି ନାଳ ପାର ହୋଇ ଅଙ୍ଗନବାଡି ଯାଉଛନ୍ତି କୁନିକୁନି ଶିଶୁ । କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ଉଡେର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପରିବାର ରହୁଛନ୍ତି ହେଲେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଦୀର୍ଘ ବର୍ଷ ହେବ ୧୫ରୁ ଅଧିକ କୁନି କୁନି ଶିଶୁ ଜମି ହିଡ଼ ଦେଇ ଖୁଣ୍ଟିଗୋରା କେନ୍ଦ୍ରକୁ ଯିବା ଆସିବା … Continue reading ଜୀବନକୁ ବାଜି ଲଗେଇ ଅଙ୍ଗନବାଡି ଯାଉଛନ୍ତି ଶିଶୁ