ଏହି ଗାଁରେ ଘରେ ରୋଷେଇ ମନା

ସମାଜ ଡିଜିଟାଲ ଡେସ୍କ: ଗୁଜରାଟରେ ଚନ୍ଦକି ନାମକ ଏପରି ଏକ ଗ୍ରାମ ରହିଛି ଯେଉଁଠାରେ ବ୍ୟକ୍ତିଗତ ଭାବେ କାହାରି ଘରେ ରୋଷେଇ ହୋଇନଥାଏ। ଏଠାରେ ପ୍ରତିଦିନ ଦୁଇବେଳା ସମସ୍ତ ଗ୍ରାମବାସୀଙ୍କ ନିମନ୍ତେ ଗୋଟିଏ ସ୍ଥାନରେ ଖାଦ୍ୟ ରନ୍ଧା ଯାଇଥାଏ। ଏପରି ହେବାର କାରଣ ମଧ୍ୟ ରହିଛି। ଏହି ଗାଁରେ ପୂର୍ବରୁ ଏକହଜାରରୁ ଅଧିକ ବ୍ୟକ୍ତି ରହୁଥିଲେ। ତେବେ ଅର୍ଥ ରୋଜଗାର ନିମନ୍ତେ ଗାଁର ଯୁବଗୋଷ୍ଠୀ ଅନ୍ୟ ସହର ତଥା ବିଦେଶକୁ ପଳାଇବା ଆରମ୍ଭ କରି ଦେଇଥିଲେ। ଫଳରେ ଏହି … Continue reading ଏହି ଗାଁରେ ଘରେ ରୋଷେଇ ମନା