ଦେଶକୁ ଦୁଇ ପ୍ରକାର ‘ଶହୀଦ’ଙ୍କ ଲୋଡ଼ା ନାହିଁ: ରାହୁଲ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ସମାଲୋଚନା କରି ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶକୁ ଦୁଇ ପ୍ରକାର ‘ଶହୀଦ’ଙ୍କ ଆବଶ୍ୟକତା ନାହିଁ ବୋଲି ରାହୁଲ ଶନିବାର ବିହାରର ଭାଗଲପୁରରେ ଏକ ରାଲିରେ ଯୋଗଦେବା ଅବସରରେ କହିଛନ୍ତି। ରାଲିକୁ ଉଦବୋଧନ ଦେଇ ରାହୁଲ କହିଥିଲେ, ଇଣ୍ତିଆ ମେଣ୍ଟ କ୍ଷମତାକୁ ଫେରିଲେ ତୁରନ୍ତ ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରାଯିବ । ଭାରତ ପାଇଁ ଦୁଇ ପ୍ରକାର ଶହୀଦଙ୍କ ଲୋଡ଼ାନାହିଁ । … Continue reading ଦେଶକୁ ଦୁଇ ପ୍ରକାର ‘ଶହୀଦ’ଙ୍କ ଲୋଡ଼ା ନାହିଁ: ରାହୁଲ
Copy and paste this URL into your WordPress site to embed
Copy and paste this code into your site to embed