ପ୍ରମାଣ ନାହିଁ, ମୋ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛି ଇଡି – ହେମନ୍ତ ସୋରେନ୍

ଡେସ୍କ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗତ ରାତିରେ ଗିରଫ କରିବା ପରେ, ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ କୋର୍ଟରେ ହାଜର କରାଇଛି। ଇଡି ସୋରେନଙ୍କୁ ୫ ଦିନ ଲାଗି ହେପାଜତକୁ ନେବାକୁ ଆବେଦନ କରିବାର ସମ୍ଭାବନା ରହିଛି। ତେବେ ଶ୍ରୀ ସୋରେନ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦିଲ୍ଲୀ ବାସଭବନରେ ଚଢ଼ାଉ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଛି। यह एक विराम हैजीवन महासंग्राम हैहर पल … Continue reading ପ୍ରମାଣ ନାହିଁ, ମୋ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛି ଇଡି – ହେମନ୍ତ ସୋରେନ୍