ଦେଖନ୍ତୁ ଭିଡିଓ ; ବାରାଣସୀ ଚାଟ୍ ଦୋକାନରେ ନୀତା ଅମ୍ବାନୀ, ଆଳୁ ଚାଟ୍ ଖାଇ ଏମିତି କହିଲେ..

ନୂଆଦିଲ୍ଲୀ : ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ସୋମବାର ବାରାଣସୀରେ ଥିଲେ। ଏହି ସମୟରେ ସେ ଏକ ସାଧାରଣ ଚାଟ୍ ଦୋକାନକୁ ଯାଇ ସେଠାରେ ଥିବା ସ୍ୱାଦିଷ୍ଟ ଖାଦ୍ୟର ମଜା ନେଇଥିଲେ। ଆସନ୍ତା ମାସରେ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ନୀତା କାଶି ବିଶ୍ୱନାଥ ମନ୍ଦିରରେ ଦର୍ଶନ ପାଇଁ ଯାଇଥିଲେ। ଏହି ଅବସରରେ ସେ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା … Continue reading ଦେଖନ୍ତୁ ଭିଡିଓ ; ବାରାଣସୀ ଚାଟ୍ ଦୋକାନରେ ନୀତା ଅମ୍ବାନୀ, ଆଳୁ ଚାଟ୍ ଖାଇ ଏମିତି କହିଲେ..