ଟିକଟ ସସ୍ପେନ୍ସ ପାଇଁ ସବୁ ସାଇଲେଣ୍ଟ
ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ନିର୍ବାଚନ ମଣ୍ଡଳୀରେ ସମ୍ପ୍ରତି ରାଜନୈତିକ ବାତାବରଣ ଉଷ୍ଣ ରହିଥିବା ଦେଖିବାକୁ ମିଳିଛି । ଗଛ ଲଗାଇଥିବା ଲୋକକୁ ଫଳ ମିଳିବ ନା ଫଳକୁ ଦେଖୁଥିବା ଲୋକଙ୍କୁ ମିଳିବ, ସେନେଇ ବଢ଼ିଛି ସସ୍ପେନ୍ସ । ୨୦୧୯ରେ ହଠାତ ବିଜେଡିରୁ ବିଜେପିକୁ ଡିଆଁ ମାରି ପଳାଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ କିଛିଦିନ ପୂର୍ବରୁ ପୁଣିଥରେ ଦଳବଦଳ କରି ବିଜେଡିକୁ ଫେରି ଆସିଛନ୍ତି। ନୀଳଗିରି ଟିକଟ ପାଇବା ଲକ୍ଷ୍ୟରେ ସେ ଶଙ୍ଖଭବନରେ ଯାଇ ବିଜେଡିରେ … Continue reading ଟିକଟ ସସ୍ପେନ୍ସ ପାଇଁ ସବୁ ସାଇଲେଣ୍ଟ
Copy and paste this URL into your WordPress site to embed
Copy and paste this code into your site to embed