ନିଟ-ନେଟ ବିବାଦ, ପିଲାଙ୍କ ପରିଶ୍ରମର ଫଳ ଦେବ କିଏ

ଡେସ୍କ: ନିଟ ୟୁଜି ବିବାଦ ଥମି ନ ଥିବା ବେଳେ ୟୁଜିସି ନେଟ ବିବାଦ ସମଗ୍ର ଛାତ୍ର ସମାଜକୁ ଅସ୍ଥିର କରିଛି। ଏହି ପ୍ରସଙ୍ଗ ନେଇ ଏବେ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି। ଆଜି ଛାତ୍ରଛାତ୍ରୀମାନେ ଏ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ବିଷୟରେ କେତେକ ଛାତ୍ର ସଂଗଠନ ପ୍ରଶ୍ନ କରିଛନ୍ତି ଯେ ନିଟ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତାରେ କିଛି ବଡ଼ବଡ଼ିଆଙ୍କୁ ସୁରକ୍ଷା ଦେବା ଆଳରେ ଓ ଲୋକଙ୍କୁ ସେହି ପ୍ରସଙ୍ଗ … Continue reading ନିଟ-ନେଟ ବିବାଦ, ପିଲାଙ୍କ ପରିଶ୍ରମର ଫଳ ଦେବ କିଏ