ଓଡ଼ିଶା ସରକାରଙ୍କଠାରୁ ଡଙ୍ଗା ଦୁର୍ଘଟଣା ସମ୍ପର୍କରେ ରିପୋର୍ଟ ମାଗିଲା ଏନ୍ଏଚ୍ଆରସି
ଝାରସୁଗୁଡା: ଝାରସୁଗୁଡ଼ା ଜିଲା ଲଖନପୁର ମହାନଦୀରେ ଡଙ୍ଗା ବୁଡି ଘଟଣା। ଆଜି ସକାଳୁ ୬ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଶୁକ୍ରବାର ଜଣଙ୍କର ମୃତଦେହ ମିଳିଥିଲା । ଏମାନେ ସମସ୍ତେ ଛତିଶଗଡ଼ର ବାସିନ୍ଦା ବୋଲି ଜଣାପଡିଛି। ତେବେ ଏହି ଦୁର୍ଘଟଣାକୁ ନେଇ ଜାତୀୟ ମାନବାଧିକାର ଆୟୋଗ ମୁଖ୍ୟ ଶାସନ ସଚିବଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ସାମାଜିକ କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନ କ୍ରମେ ରାଜ୍ୟରେ ଡଙ୍ଗା ବୁଡ଼ି ଘଟଣାରେ … Continue reading ଓଡ଼ିଶା ସରକାରଙ୍କଠାରୁ ଡଙ୍ଗା ଦୁର୍ଘଟଣା ସମ୍ପର୍କରେ ରିପୋର୍ଟ ମାଗିଲା ଏନ୍ଏଚ୍ଆରସି
Copy and paste this URL into your WordPress site to embed
Copy and paste this code into your site to embed