ରିୟଲମି ଜିଟି ୭ ସିରିଜ୍‌ ; ଆସୁଛି ସବୁଠାରୁ ଜବରଦସ୍ତ ବ୍ୟାଟେରୀର ସ୍ମାର୍ଟଫୋନ୍‌, ହୋସ୍‌ ଉଡାଇବ ଡିଜାଇନ୍‌, ଫିଚର

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍‌କୁ ନେଇ ବଜେଟ୍‌କୁ ସୁହାଇବା ତାଲିକାରେ ରିୟଲ୍‌ମି ଏକ ଜଣାଶୁଣା ନାମ । ଏବେ କମ୍ପାନୀ ନିଜର ନୂଆ ରିୟଲମି ଜିଟି ୭ ସିରିଜ୍‌କୁ ନେଇ ବେଶ ଚର୍ଚ୍ଚାରେ ରହିଛି । କମ୍ପାନୀର ଅଧିକାରିକ ସୂଚନାନୁଯାୟୀ, ଏହି ସିରିଜ୍‌ ଲଞ୍ଚର ତାରିଖ ୨୭ ମେ’ ୨୦୨୫ ରଖାଯାଇଛି । ଏହା ମୁଖ୍ୟତଃ ପ୍ୟାରିସ୍‌ ଓ ଫ୍ରାନ୍ସରେ ହେବ । ଏହାସହ ଭାରତୀୟ ସମୟାନୁସାରେ ଦିନ ୧ଟା ୩୦ରେ ସମୟରେ ଲଞ୍ଚ କରାଯିବ । ଏହି … Continue reading ରିୟଲମି ଜିଟି ୭ ସିରିଜ୍‌ ; ଆସୁଛି ସବୁଠାରୁ ଜବରଦସ୍ତ ବ୍ୟାଟେରୀର ସ୍ମାର୍ଟଫୋନ୍‌, ହୋସ୍‌ ଉଡାଇବ ଡିଜାଇନ୍‌, ଫିଚର