ନଦୀକୁ ପିକ୍ଅପ୍ ଖସି ୬ ଶ୍ରଦ୍ଧାଳୁ ମୃତ
ଲୁଧିଆନା : ପଞ୍ଜାବର ଲୁଧିଆନାରେ ୨୮ ଜୁଲାଇ ଅର୍ଥାତ୍ ସୋମବାରରେ ଭୋର ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲି ଯାଇଛି । ଗାଡି ଚାଳକଙ୍କ ସାମାନ୍ୟ ଭୁଲ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ନେଇ ପୁଲିସ ସୂଚନା ଦେଇଛି । ଏକ ପିକ୍ଅପ୍ ଗାଡି ମଲେରକୋଟଲା ରୋଡ୍ରେ ଥିବା ପୋଲରୁ ନଦୀକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିରେ ପ୍ରାୟ ୨୫ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ … Continue reading ନଦୀକୁ ପିକ୍ଅପ୍ ଖସି ୬ ଶ୍ରଦ୍ଧାଳୁ ମୃତ
Copy and paste this URL into your WordPress site to embed
Copy and paste this code into your site to embed