ନୂଆ ଟିକସ ବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ

ଡେସ୍କ: ଆଜିଠାରୁ (ଏପ୍ରିଲ ପହିଲା) ଆରମ୍ଭ ହେଉଥିବା ଆର୍ଥିକ ବର୍ଷରେ ଟିକସ ବ୍ୟବସ୍ଥାରେ କୌଣସି ନୂଆ ପରିବର୍ତ୍ତନ କରାଯିବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ନୂଆ ଟିକସ ବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ସୂଚନାକୁ ମନ୍ତ୍ରଣାଳୟ ବିଭ୍ରାନ୍ତିକର ବୋଲି ଖଣ୍ଡନ କରିଛି। ମନ୍ତ୍ରଣାଳୟ କହିଛି ଯେ ନୂତନ ଟିକସ ବ୍ୟବସ୍ଥା ମୁଖ୍ୟତଃ ବ୍ୟକ୍ତିଗତ ଟିକସଦାତାଙ୍କ ପାଇଁ ଲାଗୁ ହେବ। ଏହା ୨୦୨୩-୨୪ ଆର୍ଥିକ ବର୍ଷରୁ ଡିଫଲ୍ଟ ବ୍ୟବସ୍ଥା ଭାବେ ଲାଗୁ ହେବ। ନୂଆ … Continue reading ନୂଆ ଟିକସ ବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ