ରଥଯାତ୍ରା ସୁପରିଚାଳନା ନିମନ୍ତେ ବ୍ୟବସ୍ଥା କଡାକଡି, ୯୦ ଅଫିସର ନିୟୋଜିତ

ଭୁବନେଶ୍ବର : ରଥଯାତ୍ରା ସୁପରିଚାଳନା ନିମନ୍ତେ ସମସ୍ତ ବ୍ୟବସ୍ଥା କଡାକଡି କରାଯାଉଛି । ଚଳିତ ଥର ରଥଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ଟି ମାର୍ଗରେ ବାଇକ୍, ଅଟୋ, ବସ୍ ଓ କାରରେ ଆସୁଥିବା ଯାତ୍ରୀଙ୍କ ଗଣନା ହେବ । ଏହା ସହ ହୋଟେଲ, ଧର୍ମଶାଳା ଓ ଲଜିଂରେ ମଧ୍ୟ ଭକ୍ତଙ୍କ ଗଣନା କରାଯିବ । ଅନ୍ୟପଟେ ରଥଯାତ୍ରାର … Continue reading ରଥଯାତ୍ରା ସୁପରିଚାଳନା ନିମନ୍ତେ ବ୍ୟବସ୍ଥା କଡାକଡି, ୯୦ ଅଫିସର ନିୟୋଜିତ