୧ ଜୁନରୁ ବଦଳିବ ଆରଟିଓ ନିୟମ, ନାବାଳକ ଗାଡି ଚଳାଇଲେ ପିତାଙ୍କୁ ଜେଲ୍ !

ନୂଆଦିଲ୍ଲୀ : ପୁଣେ ଦୁର୍ଘଟଣା ମାମଲା ଏବେ ଚର୍ଚ୍ଚାରେ । ଘଟଣାଟି କିଛି ଏମିତି, ଜଣେ ନାବାଳକ କାର୍ ଚଳାଇବା ସମୟରେ ୨ ଜଣଙ୍କୁ ଧକ୍କା କରିଦେଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । କାର୍ ଚଳାଉଥିବା ନାବାଳକଙ୍କ ବୟସ ୧୭ ବର୍ଷ ୮ ମାସ । ଏହି ମାମଲାରେ ଏବେ ତାଙ୍କ ପିତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତାଙ୍କ ପିତାଙ୍କୁ ଗିରଫ କରାଯାଇଛି । ଖାସ୍ କଥା ହେଉଛି କି ୧ … Continue reading ୧ ଜୁନରୁ ବଦଳିବ ଆରଟିଓ ନିୟମ, ନାବାଳକ ଗାଡି ଚଳାଇଲେ ପିତାଙ୍କୁ ଜେଲ୍ !