ଆସିଲା ପଲସରର ନୂଆ ମଡେଲ, ପୂର୍ବ ଅପେକ୍ଷା ମହଙ୍ଗା

ନୂଆଦିଲ୍ଲୀ : ନୂଆ ୨୦୨୪ ପଲସର୍ ଏନଏସ୍ ୧୬୦ ଏବଂ ଏନଏସ୍ ୨୦୦କୁ ଲଞ୍ଚ୍ କରିବା ପରେ ଏବେ ବଜାଜ ଭାରତରେ ଅପଡେଟେଡ୍ ପଲସର୍ ଏନଏସ୍ ୧୨୫ ମଧ୍ୟ ଲଞ୍ଚ୍ କରିଦେଇଛି । ଏହାର ଦାମ୍ ୧,୦୪,୯୨୨ ଟଙ୍କା(ଏକ୍ସ-ଶୋରୁମ୍) ରଖାଯାଇଛି । ଏହି ଦାମ୍ ସହିତ ଏହା ପୁରୁଣା ମଡେଲ୍ ତୁଳନାରେ ଏବେ ୫ ହଜାର ଟଙ୍କା ମହଙ୍ଗା ହୋଇଯାଇଛି । ବଜାରରେ ଏହାର ସିଧା ମୁକାବିଲା ହିରୋ ଏକ୍ସଟ୍ରିମ୍ ୧୨୫ଆର୍ ଏବଂ ଟିଭିଏସ୍ ରାଇଡର ୧୨୫ … Continue reading ଆସିଲା ପଲସରର ନୂଆ ମଡେଲ, ପୂର୍ବ ଅପେକ୍ଷା ମହଙ୍ଗା