ଶ୍ରୀଲଙ୍କାରେ ଖୋଲିବ ଆଇଆଇଟି ମାଡ୍ରାସର ନୂଆ କ୍ୟାମ୍ପସ

ଡେସ୍କ: ଶ୍ରୀଲଙ୍କାର କାଣ୍ଡିରେ ଆଇଆଇଟି ମାଡ୍ରାସର ଏକ ନୂଆ କ୍ୟାମ୍ପସ ଆରମ୍ଭ ହେବ ବୋଲି ଶ୍ରୀଲଙ୍କା ଶିକ୍ଷା ମନ୍ତ୍ରୀ ଡଃ ସୁଶୀଲ ପ୍ରେମଜୟନ୍ତା କହିଛନ୍ତି। ଅର୍ଥମନ୍ତ୍ରୀ ଭାବରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରେମାସିଂହ ୨୦୧୪ ବର୍ଷ ପାଇଁ ପ୍ରସ୍ତାବିତ ବଜେଟରେ ଏହା ଅନ୍ତର୍ଭୁକ୍ତ ହୋଇଛି। ଗତ ମାସରେ ଭାରତ ଗସ୍ତ ସମୟରେ ଆଇଆଇଟି ମାଡ୍ରାସର ଅଧ୍ୟାପକ ଏବଂ ଡିନଙ୍କ ସହ ସେ ଆଲୋଚନା କରିଥିଲେ। ଡକ୍ଟର ପ୍ରେମଜୟନ୍ତା କହିଛନ୍ତି ଯେ ଆଇଆଇଟି ମାଡ୍ରାସର ଏକ ଟିମ କ୍ୟାମ୍ପସ … Continue reading ଶ୍ରୀଲଙ୍କାରେ ଖୋଲିବ ଆଇଆଇଟି ମାଡ୍ରାସର ନୂଆ କ୍ୟାମ୍ପସ