​୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ୨୨.୧୯% ବୃଦ୍ଧି

ଡେସ୍କ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୪ ଲକ୍ଷ ୬୨ ହଜାର ୬୬୪ କୋଟି ଟଙ୍କା ରହିଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟରେ ୩ ଲକ୍ଷ ୮୨ ହଜାର ୪୧୪ କୋଟି ଟଙ୍କା ଥିଲା। ଏହା ୨୦.୯୯% ବୃଦ୍ଧିକୁ ଦର୍ଶାଉଛି। ୪,୬୨,୬୬୪ କୋଟି ଟଙ୍କାର ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ମଧ୍ୟରେ ନିଗମ ଟିକସ ୧,୮୦,୯୪୯ କୋଟି ଟଙ୍କା ଏବଂ ବ୍ୟକ୍ତିଗତ ଆୟକର ୨,୮୧,୦୧୩ କୋଟି ଟଙ୍କା ଅନ୍ତର୍ଭୁକ୍ତ। ୨୦୨୪-୨୫ … Continue reading ​୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ୨୨.୧୯% ବୃଦ୍ଧି