ନେପାଳରେ ନଦୀ ଭିତରକୁ ଖସି ପଡ଼ିଥିବା ବସଯାତ୍ରୀଙ୍କୁ ଖୋଜୁଛି ଏନଡିଆରଏଫ

ଡେସ୍କ: ଗତ ସପ୍ତାହ ଶୁକ୍ରବାର ଭୋରରେ ତ୍ରିଶୁଳୀ ନଦୀ ଭିତରକୁ ଖସିପଡ଼ିଥିବା ଦୁଇଟି ବସ ଓ ନିଖୋଜ ଯାତ୍ରୀଙ୍କ ତଲାସୀ ଅଭିଯାନରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ – ଏନଡିଆରଏଫ ସାମିଲ ହୋଇଛି। ଟିମ ଚିତବନର ସିମଲତାଲ ନିକଟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ନେପାଳ ସରକାରଙ୍କ ଅନୁରୋଧକୁ ଗ୍ରହଣ କରି ଭାରତ ସରକାର ଏନଡିଆରଏଫର ୧୨ଜଣ ସଦସ୍ୟଙ୍କୁ ପଠାଇଛନ୍ତି। ଏବେ ସୁଦ୍ଧା ନଦୀରେ ବୁଡି ଯାଇଥିବା ଦୁଇଟି ବସ ସଂପର୍କରେ କୌଣସି ସୁରାକ ମିଳିନାହିଁ। ଦୁଇଟି … Continue reading ନେପାଳରେ ନଦୀ ଭିତରକୁ ଖସି ପଡ଼ିଥିବା ବସଯାତ୍ରୀଙ୍କୁ ଖୋଜୁଛି ଏନଡିଆରଏଫ