ନିଟ୍‌ ଦୁର୍ନୀତି ମାମଲା ; ଏମ୍ସର ୩ ଡାକ୍ତର ଗିରଫ

ପାଟନା : ନିଟ୍‌ ୟୁଜି ଦୁର୍ନୀତି ମାମଲାରେ ଏକ ବଡ ଖବର ଗୁରୁବାର ସାମ୍ନାକୁ ଆସିଛି । ଏହି ମାମଲାରେ ସିବିଆଇ ବୁଧବାର ପାଟନା ଏମ୍ସର ୩ ଜଣ ଡାକ୍ତରଙ୍କୁ ଗିରଫ କରି ପଚରାଉଚରା କରୁଛି । ୩ ଜଣ ଡାକ୍ତରଙ୍କର ଲାପଟପ୍‌ ଓ ମୋବାଇଲ୍‌ କୁ ମଧ୍ୟ ଜବତ କରାଯାଇଛି । ଏମାନେ ନିଟ୍‌ ଦୁର୍ନୀତି ମାମଲାରେ ଜଡିତ ରହିଥିବା ଅଭିଯୋଗ ରହିଛି । ଉକ୍ତ ୩ ଡାକ୍ତର ୨୦୨୧ ବ୍ୟାଚ୍‌ ର ଛାତ୍ର । … Continue reading ନିଟ୍‌ ଦୁର୍ନୀତି ମାମଲା ; ଏମ୍ସର ୩ ଡାକ୍ତର ଗିରଫ