ହୋର୍ଡିଂ ଭୁଶୁଡ଼ିବା ଘଟଣା, ଉଦ୍ଧାର କାର୍ଯ୍ୟ ଶେଷ – ୧୬ ମୃତ, ୭୫ ଆହତ
ଡେସ୍କ: ମୁମ୍ବାଇର ଘାଟକୋପର ଅଞ୍ଚଳରେ ସୋମବାର ହଠାତ୍ ଧୂଳିଝଡ଼ ଯୋଗୁଁ ଏକ ବିଶାଳ ହୋର୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ସେଠାରେ ଚାଲିଥିବା ତଲାସୀ ଓ ଉଦ୍ଧାର ଅଭିଯାନ ଶେଷ କରିଛି। ଏହି ଦୁଃଖଦ ଘଟଣାରେ ସମୁଦାୟ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୫ ଜଣ ଆହତ ହୋଇଛନ୍ତି। କମିଲା ୪୧ଟି ଔଷଧର ମୂଲ୍ୟ ଆଜି ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଜଣେ ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର ଓ ତାଙ୍କ ପତ୍ନୀଙ୍କ ମୃତଦେହ … Continue reading ହୋର୍ଡିଂ ଭୁଶୁଡ଼ିବା ଘଟଣା, ଉଦ୍ଧାର କାର୍ଯ୍ୟ ଶେଷ – ୧୬ ମୃତ, ୭୫ ଆହତ
Copy and paste this URL into your WordPress site to embed
Copy and paste this code into your site to embed