ସନ୍ଦେଶଖାଲି ମହିଳାଙ୍କ ସୁରକ୍ଷା ନେଇ ନିର୍ବାଚନ ଆୟୋଗଙ୍କୁ ଜଣାଇଲେ ରାଷ୍ଟ୍ରୀୟ ମହିଳା ଆୟୋଗ

ଡେସ୍କ: ତୃଣମୂଳ କଂଗ୍ରେସ କର୍ମୀଙ୍କ ଧମକ ଯୋଗୁଁ ସନ୍ଦେଶଖାଲିର ମହିଳାମାନେ ଯେପରି ସେମାନଙ୍କ ଅଭିଯୋଗ ପ୍ରତ୍ୟାହାର ନ କରିବେ ତାହା ସୁନିଶ୍ଚିତ କରିବାକୁ ରାଷ୍ଟ୍ରୀୟ ମହିଳା ଆୟୋଗ ଆଜି ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ନିର୍ବାଚନ ଆୟୋଗକୁ ଲେଖିଥିବା ଚିଠିରେ ଏନସିଡବ୍ଲ୍ୟୁ କହିଛି ଯେ ୨୦୨୪ ସାଧାରଣ ନିର୍ବାଚନ ମଝିରେ ସନ୍ଦେଶଖାଲିର ମହିଳାମାନଙ୍କୁ ପ୍ରଭାବିତ କରାଯାଉଛି, ଧମକ ଦିଆଯାଉଛି ଏବଂ ସେମାନଙ୍କ ଅଭିଯୋଗ ପ୍ରତ୍ୟାହାର କରିବାକୁ ଚାପ ପକାଯାଉଛି। ଏହା ଦ୍ୱାରା ଅଞ୍ଚଳରେ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା … Continue reading ସନ୍ଦେଶଖାଲି ମହିଳାଙ୍କ ସୁରକ୍ଷା ନେଇ ନିର୍ବାଚନ ଆୟୋଗଙ୍କୁ ଜଣାଇଲେ ରାଷ୍ଟ୍ରୀୟ ମହିଳା ଆୟୋଗ