ନବରାତ୍ରୀର ପଞ୍ଚମ ଦିନ: ଏହି ମନ୍ତ୍ର ଜପ କରି ସ୍କନ୍ଦମାତାଙ୍କୁ କରନ୍ତୁ ପୂଜା

ସମାଜ ଡିଜିଟାଲ ଡେସ୍କ: ଶାରଦୀୟ ଦୁର୍ଗାପୁଜାର ନବରାତ୍ରୀର ନଅ ଦିନରେ ଚାଲିଛି ମା’ଙ୍କ ଆରାଧନା। ଆଜି ନବରାତ୍ରୀର ପଞ୍ଚମ ଦିନରେ ମାଙ୍କୁ ସ୍କନ୍ଦମାତା ରୂପରେ ପୂଜା କରାଯାଉଛି। ସ୍କନ୍ଦମାତା ରୂପରେ ସିଂହ ଉପରେ ନିଜର ସନ୍ତାନଙ୍କ ସହ ବସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ବିଶ୍ୱାସ ରହିଛି ଯେ ନବରାତ୍ରୀର ପଞ୍ଚମ ଦିନରେ ମାଙ୍କୁ ଏହି ବେଶରେ ଦର୍ଶନ କରିଲେ ସନ୍ତାନ ସମ୍ବନ୍ଧୀୟ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ। ପୂରାଣ ଅନୁସାରେ ସ୍କନ୍ଦମାତାଙ୍କ ଚାରୋଟି ବାହୁ ରହିଛି। … Continue reading ନବରାତ୍ରୀର ପଞ୍ଚମ ଦିନ: ଏହି ମନ୍ତ୍ର ଜପ କରି ସ୍କନ୍ଦମାତାଙ୍କୁ କରନ୍ତୁ ପୂଜା